କ୍ଷଣ କ୍ଷଣର ଖବର
🔴LIVE🔴ନବଜାତକକୁ ଛାଡ଼ି ଓଏଏସ୍ ସ୍ୱାମୀ ଫେରାର୍ || Wife Alligation Against OAS Officer Husband ||
Sarbasadharana News August 1, 2025 4:08 am
🔴LIVE🔴ନବଜାତକକୁ ଛାଡ଼ି ଓଏଏସ୍ ସ୍ୱାମୀ ଫେରାର୍ || Wife Alligation Against OAS Officer Husband ||
Sarbasadharana News July 31, 2025 6:31 pm
ନବଜାତକକୁ ଛାଡ଼ି ଓଏଏସ୍ ସ୍ୱାମୀ ଫେରାର୍ || Wife Alligation Against OAS Officer Husband ||
Sarbasadharana News July 31, 2025 1:22 pm
ମନମୋହନ ଯୌନ କେଳେଙ୍କାରୀରେ ଲିପ୍ତ || Manmohan Samal ||
Sarbasadharana News July 31, 2025 11:44 am
୨୦ କୋଟି ଟଙ୍କା ପାର କଲା ବୋଉ ବୁଟୁ ଭୂତ || Babushan Mohanty Birthday Celebration ||
Sarbasadharana News July 30, 2025 5:28 pm
ଏଠି ବିଜେପି କରୁଛି ଧର୍ଷଣ ପ୍ରତିଯୋଗୀତା || Sura Routray ||
Sarbasadharana News July 30, 2025 5:25 pm
ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରିଛନ୍ତି | Mohan Majhi Look After Odisha Flood|
Sarbasadharana News July 30, 2025 4:01 pm
ପ୍ରଥମେ ଭୂମିକମ୍ପ ଓ ପରେ ମାଡ଼ି ଆସିଲା ସୁନାମୀ || Tsunami-Earthquake At Russia ||
Sarbasadharana News July 30, 2025 2:24 pm
ଭଦ୍ରକରେ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲପାଳଙ୍କ ଘୋଷଣା || School Closed For Rain ||
Sarbasadharana News July 30, 2025 12:29 pm
ରାଜ୍ୟ
ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ଢେଙ୍କାନାଳ, ୧୫ା୧୨ (ଆପ୍ର): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ଚାଲିଥିବା ଇଟାଭାଟିରେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ପୁଲିସ ଏବଂ...
କେନ୍ଦ୍ର ଅବହେଳା ମୁଖ୍ୟ ପ୍ରସଙ୍ଗ
ଭୁବନେଶ୍ୱର, ୧୫ା୧୨(ବୁ୍ୟରୋ): ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ବାବୁଙ୍କର ଫଟୋଚିତ୍ରରେ...
୧୪ ସାଂସଦ ସସ୍ପେଣ୍ଡ
ନୂଆଦିଲ୍ଲୀ, ୧୪ା୧୨: ସଂସଦ ଶୀତ ଅଧିବେଶନର ନବମ ଦିନ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ ସାଂସଦମାନେ ଗତକାଲିର ସୁରକ୍ଷା ଭଙ୍ଗ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ସ୍ଲୋଗାନ ଦେଇଥିଲେ । ଏହି...
ମାଲ୍ୟବନ୍ତ ମହୋତ୍ସବ ପାଇଁ ପଥ ଉତ୍ସବ
ମାଲକାନଗିରି (ଆପ୍ର): ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ...
ମାଲଗୋଦାମ ବ୍ୟବସାୟୀ ସଂଘର ୫-ଟି ଅଧ୍ୟକ୍ଷଙ୍କ ସହିତ ସାକ୍ଷାତ
କଟକ (ବ୍ୟରୋ): ମାଲଗୋଦାମ ବଣିକ ସଂଘ, ପୂଜା କମିଟି, ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘ, ମାଲଗୋଦାମ ଖୁଚୁରା ବ୍ୟବସାୟୀ ସଂଘ ଓ ମାଲଗୋଦାମ ଶ୍ରମିକ ସଂଘ କର୍ମକର୍ତ୍ତାମାନେ ଚୈାଦ୍ୱାର-କଟକ ବିଧାୟକ ସୈାଭିକ ବିଶ୍ୱାଳ, ପୂର୍ବତନ...
ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର (ବୁ୍ୟରୋ): ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତମ ସଂସ୍କରଣର ଶ୍ରେଷ୍ଠ ପାଞ୍ଚ ଜଣ ବିଜେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ...
ମହାନଗର
ଖେଳ ଜଗତ
ଫାଇନାଲ୍ରେ ଭାରତ
ଏସିଆ କପ୍ ୨୦୨୩ କଲମ୍ବୋ, ୧୨ା୯ (ଏଜେନ୍ସି): ଟିମ୍ ଇଣ୍ଡିଆ ଏସିଆ କପ୍ ୨୦୨୩ର ଫାଇନାଲ୍ରେ ପ୍ରବେଶ କରିଛି । ମଙ୍ଗଳବାର ସୁପର୍-୪ ପର୍ଯ୍ୟାୟରେ ଭାରତ ନିଜ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୪୧ ରନ୍ରେ...
ଭାରତର ବୃହତ୍ ବିଜୟ
ଏସିଆ କପ୍ ୨୦୨୩ କଲମ୍ବୋ, ୧୧ ।୯ (ଏଜେନ୍ସି): ଆଜି ସଂରକ୍ଷିତ ଦିବସରେ ବର୍ଷା ଛାଡ଼ିବାକ୍ଷଣି ବିରାଟ କୋହଲି ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରିଛନ୍ତି । ବର୍ଷା ଛାଡ଼ିବା ପରେ ପାକିସ୍ତାନ...
ରିଜର୍ଭ ଡେ’କୁ ଗଲା ଭାରତ-ପାକ୍ ମ୍ୟାଚ୍
ଏସିଆ କପ୍ ୨୦୨୩ । ସୁପର୍-୪ କଲମ୍ବୋ, ୧୦ା୯ (ଏଜେନ୍ସି): ଏସିଆ କପ୍ ସୁପର୍-୪ ପର୍ଯ୍ୟାୟରେ ରବିବାର ଭାରତ-ପାକିସ୍ତାନ ମ୍ୟାଚ୍ ବର୍ଷା ଓ ଓଦା ଆଉଟ୍ଫିଲ୍ଡ ଯୋଗୁଁ ସମ୍ପୂର୍ଣ୍ଣ ହୋଇପାରି ନାହିଁ । ଏବେ...
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ହକି ପଞ୍ଚମ ଫାଇନାଲ୍ରେ ଭାରତ
ଚେନ୍ନାଇ, ୧୧ା୮ (ଏଜେନ୍ସି): ତିନି ଥର ଚାମ୍ପିଅନ୍ ଭାରତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫିରେ ପଞ୍ଚମ ଥର ଫାଇନାଲ୍ରେ ପ୍ରବେଶ କରିଛି । ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ୍ରେ ହରମନପ୍ରୀତ ସିଂହଙ୍କ ଟିମ୍ ଜାପାନକୁ ୫-୦ରେ...
ପ୍ରଥମ ଥର ଭାରତୀୟ ବାମହାତି ସ୍ପିନ୍-ଯୋଡ଼ି ନେଲେ ୭ ୱିକେଟ୍
ବାର୍ବାଡୋସ୍, ୨୮ା୭ (ଏଜେନ୍ସି) ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଜିତିବା ପରେ ଦିନିକିଆରେ ମଧ୍ୟ ଟିମ୍ ଇଣ୍ଡିଆ ଦମ୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଛି । ଗୁରୁବାର ରୋହିତ ସେନା ପ୍ରଥମ ମ୍ୟାଚ୍ରେ ୫...
ଶଙ୍ଖକ୍ଷେତ୍ର
ଗଡିଲା ବନେ୍ଦ ଭାରତ
ପୁରୀ-ବଙ୍ଗବାସୀଙ୍କ ବହୁଦିନର ସ୍ୱପ୍ନ ସାକାର ପୁରୀ, ୧୮ା୫(ବୁ୍ୟରୋ): ‘ବନେ୍ଦ ଭାରତ’ରେ ଭାରତର ଗତି ଓ ପ୍ରଗତି ପ୍ରତିଫଳିତ ହେଉଛି । ବନେ୍ଦ ଭାରତ ଏକ୍ସପ୍ରେସ୍ ଆଧୁନିକ ଏବଂ ଆକାଂକ୍ଷୀ ଭାରତର ପ୍ରତୀକ । ବନେ୍ଦ...
ତୁମ୍ବ କାମ ଆରମ୍ଭ
ରଥଖଳାର ପ୍ରଥମ ଦିନ ପୁରୀ (ବୁ୍ୟରୋ): ଶ୍ରୀଜଗନ୍ନାଥ ହେଉଛନ୍ତି ବୈଦିକ ଦେବତା । ତାଙ୍କର ସମସ୍ତ ରୀତିନୀତି ବୈଦିକ ବିଧିସମ୍ମତ । ଏହି ବିଧି ଅନୁଯାୟୀ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ...
ବିଷୁବ ସଂକ୍ରାନ୍ତିରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ଶ୍ରୀଜୀଉଙ୍କୁ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ ପୁରୀ (ବୁ୍ୟରୋ): ପବିତ୍ର ବିଷୁବ ସଂକ୍ରାନ୍ତି ଓ ଓଡିÿଆ ନବବର୍ଷ ଅବସରରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଆଜିର ଦିନରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ...
୧ଠ ବର୍ଷରେ ଜିଲ୍ଲାରେ ଜଣେ ବି ନିଯୁକ୍ତି ପାଇନାହାନ୍ତି
ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦେବା ଲାଗି ସ୍ମାରକପତ୍ର ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାରେ ଦିନକୁ ଦିନ ବେକାରୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଏହାକୁ ନେଇ ଯୁବଗୋଷ୍ଠୀ ହତୋତ୍ସାହ ହୋଇ ପଡ଼ିଛନ୍ତି...
ଶୃଙ୍ଖଳିତ ଦର୍ଶନ ପାଇଁ ମାନବ ଶୃଙ୍ଖଳ
ଶ୍ରୀମନ୍ଦିରରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା ପୁରୀ (ବୁ୍ୟରୋ): ମହାପ୍ରଭୁଙ୍କୁ ଦର୍ଶନ ଲାଗି ଦିନକୁ ଦିନ ଶ୍ରୀକ୍ଷେତ୍ରରେ ବଢୁଛି ଶ୍ରଦ୍ଧାଳୁଙ୍କ ସଂଖ୍ୟା । ଏପରିକି ଶନି ଓ ରବିବାର ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମୁଛି ।...
ସାରା ଜଗତ
ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
ଢେଙ୍କାନାଳ, ୧୫ା୧୨ (ଆପ୍ର): ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ମାନପୁର ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ବେଆଇନ ଭାବେ ଚାଲିଥିବା ଇଟାଭାଟିରେ ଅଘଟଣ ଘଟି ଦୁଇ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ପୁଲିସ ଏବଂ...
କେନ୍ଦ୍ର ଅବହେଳା ମୁଖ୍ୟ ପ୍ରସଙ୍ଗ
ଭୁବନେଶ୍ୱର, ୧୫ା୧୨(ବୁ୍ୟରୋ): ବିଜୁ ଜନତା ଦଳର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଯାଇଛି । ବିଜୁ ବାବୁଙ୍କର ଫଟୋଚିତ୍ରରେ...
ମାଲ୍ୟବନ୍ତ ମହୋତ୍ସବ ପାଇଁ ପଥ ଉତ୍ସବ
ମାଲକାନଗିରି (ଆପ୍ର): ମାଲ୍ୟବନ୍ତ ମହୋତ୍ସବ ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛକଠାରୁ ଡିଏନକେ ଛକ ପର୍ଯ୍ୟନ୍ତ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ...
ମାଲଗୋଦାମ ବ୍ୟବସାୟୀ ସଂଘର ୫-ଟି ଅଧ୍ୟକ୍ଷଙ୍କ ସହିତ ସାକ୍ଷାତ
କଟକ (ବ୍ୟରୋ): ମାଲଗୋଦାମ ବଣିକ ସଂଘ, ପୂଜା କମିଟି, ଓଡ଼ିଶା ଚାଉଳ ବ୍ୟବସାୟୀ ସଂଘ, ମାଲଗୋଦାମ ଖୁଚୁରା ବ୍ୟବସାୟୀ ସଂଘ ଓ ମାଲଗୋଦାମ ଶ୍ରମିକ ସଂଘ କର୍ମକର୍ତ୍ତାମାନେ ଚୈାଦ୍ୱାର-କଟକ ବିଧାୟକ ସୈାଭିକ ବିଶ୍ୱାଳ, ପୂର୍ବତନ...
ବିଜେତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
ଭୁବନେଶ୍ୱର (ବୁ୍ୟରୋ): ଟାଟା ଷ୍ଟିଲ୍ ଯୁବ ଜ୍ୟୋର୍ତିବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍ସ) ୨୦୨୩ର ୧୭ତମ ସଂସ୍କରଣର ଶ୍ରେଷ୍ଠ ପାଞ୍ଚ ଜଣ ବିଜେତାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମରେ...
ସଂସଦରେ ୨ ଯୁବକଙ୍କ ହଙ୍ଗାମା
ନୂଆଦିଲ୍ଲୀ, ୧୩ା୧୨: ୨୦୦୧ ଡିସେମ୍ବର ୧୩ ତାରିଖ ପୁରୁଣା ସଂସଦ ଭବନ ଆକ୍ରମଣର ୨୨ ବର୍ଷ ପରେ ବୁଧବାର ଅପରାହ୍ଣରେ ଦୁଇଜଣ ଯୁବକ କଡ଼ା ଚାରି ସ୍ତରୀୟ ସୁରକ୍ଷା ବଳୟ ଭେଦ କରି ନୂଆ...

ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକ ମୃତ
କେନ୍ଦ୍ର ଅବହେଳା ମୁଖ୍ୟ ପ୍ରସଙ୍ଗ
୧୪ ସାଂସଦ ସସ୍ପେଣ୍ଡ
ମାଲ୍ୟବନ୍ତ ମହୋତ୍ସବ ପାଇଁ ପଥ ଉତ୍ସବ
ମାଲଗୋଦାମ ବ୍ୟବସାୟୀ ସଂଘର ୫-ଟି ଅଧ୍ୟକ୍ଷଙ୍କ ସହିତ ସାକ୍ଷାତ