ସର୍ବସାଧାରଣ ଖବରକାଗଜ

ଚାର୍ଜସିଟ୍ ପବ୍ଲିକ୍ ଡକୁ୍ୟମେଣ୍ଟ ନୁହେଁ

ସୁପ୍ରିମ୍ ରୁଲିଂ ନୂଆଦିଲ୍ଲୀ, ୨ଠା୧: ଅପରାଧ ମାମଲାରେ ତଦନ୍ତକାରୀ ଏଜେନ୍ସିମାନେ ଦାଖଲ କରିଥିବା ଅଭିଯୋଗପତ୍ର (ଚାର୍ଜସିଟ୍)କୁ ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ…