ବିଧାୟକ ବ୍ରଜକିଶୋରଙ୍କୁ ଇଡିର ୭ ଘଣ୍ଟା ଜେରା

ଭୁବନେଶ୍ୱର, ୨ଠା୧(ବୁ୍ୟରୋ): ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଶୁକ୍ରବାର ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ୭ ଘଣ୍ଟା ଜେରା କରିଛି । ଇଡି ଅଧିକାରୀଙ୍କ ଦ୍ୱାରା ଜେରା ହେଲା ପରେ ବିଧାୟକ ଶ୍ରୀ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଇଡି ଚିଠି ଲେଖିଥିବାରୁ ଆସିଥିଲି । ଗୁରୁବାର ପାଇଁ ଡାକିଥିଲେ । ମୁଁ ବିଳମ୍ବରେ ଆସି ପହଞ୍ଚôଲି । ଇଡି ଯାହା ପ୍ରଶ୍ନ କଲା ମୁଁ ତଥ୍ୟ ଦେଇଛି । ରାଜନୈତିକ ଅଭିସନ୍ଧି ରଖି ଇଡି ମୋତେ ହଇରାଣ କରୁନାହିଁ ବୋଲି ସେ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *