ସବୁଠୁ କମ୍ ବଜେଟ୍

ଚନ୍ଦ୍ରଯାନ-୩ର ଆନୁମାନିକ ବଜେଟ୍ ୬୧୫ କୋଟି ଟଙ୍କା । ପୂର୍ବ ତୁଳନାରେ ଏହା ସବୁଠାରୁ କମ୍ ବଜେଟ୍ ମହାକାଶ ମିଶନ ବୋଲି କୁହାଯାଉଛି । ଚନ୍ଦ୍ରଯାନ -୨ର ବଜେଟ୍ ଥିଲା ୯୭୮ କୋଟି ଟଙ୍କା ଯେଉଁଥିରେ ଅର୍ବିଟର, ଲ୍ୟାଣ୍ଡର୍, ରୋଭର, ନାଭିଗେସନ୍ ଏବଂ ଗ୍ରାଉଣ୍ଡ୍ ସପୋର୍ଟ ନେଟୱାର୍କ ପାଇଁ ୬୦୩ କୋଟି ଟଙ୍କା ଏବଂ ଭାରୀ ଜିଏସଏଲଭି ରକେଟ୍ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
୭୦ ବର୍ଷରେ ୧୧ମୁନ୍ ମିଶନ
ଗତ ୭୦ ବର୍ଷରେ ୧୧ଟି ମୁନ୍ ମିଶନ ହୋଇଛି । ସେଥିରୁ ୬୬ଟି ମିଶନକୁ ସଫଳତା ମିଳିଥିବା ବେଳେ ୪୧ଟି ବିଫଳ ହୋଇଛି । ୮ ଟି ମିଶନକୁ ଆଂଶିକ ସଫଳତା ମିଳିଛି । ଆମେରିକା, ଋଷ ଓ ଚୀନ ଚନ୍ଦ୍ରପୃଷ୍ଠରେ ସପ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *