ନୋବେଲ୍ ବିଜେତା ହାର୍ଲଡ୍ଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ

କୋଣାର୍କ (ଆପ୍ର): ଶନିବାର ପୂର୍ବାହ୍ଣରେ ନୋବେଲ ପୁରସ୍କାର ବିଜେତା (ମେଡିସିନ) ଆମେରିକାର ହାରଲଡ୍ ଭରମସ କୋଣାର୍କ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଥମେ ସେ ଆଇଓଏଫ୍ ବ୍ୟାଖ୍ୟାନ କେନ୍ଦ୍ର ବୁଲିବା ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥିଳେ ।
ବ୍ୟାଖ୍ୟାନ କେନ୍ଦ୍ରରେ ତାଙ୍କୁ କେନ୍ଦ୍ରର ଅଧିକାରୀ ରାଜକିଶୋର ଦଳାଇ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଗାଇଡ୍ ବିଶେଶ୍ୱର ଦାଶ ବ୍ୟାଖ୍ୟାନ କେନ୍ଦ୍ର ଓ ସୂର୍ଯ୍ୟମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ବୁଲାଇ ଦେଖାଇଥିଲେ । ଏହି ଅବସରରେ ଆଇଓଏଫ୍ ବିରଞ୍ଚି ଦେବ ମହାପାତ୍ର, ସୂର୍ଯ୍ୟ ପ୍ରସାଦ ନାୟକ ପ୍ରମୁଖ କର୍ମ·ରୀ ଉପସ୍ଥିତ ରହିଥିଲେ । ସ୍ଥାନୀୟ ପୁଲିସ ପକ୍ଷରୁ ହାରଲଡ୍ଙ୍କ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *