କଙ୍କଡ଼ାଯୋଡ଼ି ବଜାର ଅଶାନ୍ତ, ବଡ଼ମ୍ବା ଥାନା ଘେରିଲେ ବ୍ୟବସାୟୀ

ନରସିଂହପୁର (ଆପ୍ର): ଗତ ୧ ତାରିଖରେ ରାକେଶ ସାହୁ ନାମକ ଜଣେ ବ୍ୟକ୍ତିଙ୍କର ·’ଦୋକାନ ରେ ଗାଁର କିଛି ଅସାମାଜିକ ବ୍ୟକ୍ତି · ଓ ବିସ୍କୁଟ ମାଗିଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ମୂଲ·ଲ କରି ମାଡ଼ ମଧ୍ୟ ମାରିଥିଲେ । ଏନେଇ ମାଣିଆବନ୍ଧ ଫାଣ୍ଡିରେ ମା’ ବାଉତି ସଂଘର ୬୦ ଜଣ ସଦସ୍ୟ ଅଭିଯୋଗ ମଧ୍ୟ କରିଥିଲେ । ହେଲେ ଫାଣ୍ଡି ଅଧିକାରୀ କୌଣସି ଅଭିଯୋଗ ନ ଶୁଣି ବଜାର କମିଟିକୁ ଧମକ ଚମକ ଦେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଏହାକୁ ନେଇ ମାଣିଆ ବନ୍ଧା ଫାଣ୍ଡି ଉପରେ ଜନସାଧାରଣଙ୍କ ଭରସା ପାଉ ନ ଥିଲାବେଳେ ବଜାର କମିଟି ଏହାକୁ ନେଇ ଆଜି କଙ୍କଡା ଯୋଡି ବଜାର କମିଟିର ସମସ୍ତ ସଦସ୍ୟ ଏକାଠି ହୋଇ ବଡମ୍ବା ଥାନାରେ ଆଜି ପୁଣି ଏକ ଅଭିଯୋଗ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *