ଓଡ଼ିଶା ଦଳର କେରଳ ଯାତ୍ରା
୯ରୁ ଜାତୀୟ କ୍ଲାସିକ୍ ଶକ୍ତି ଉତ୍ତୋଳନ
ଭୁବନେଶ୍ୱର, ୬ା୪ (ବୁ୍ୟରୋ): ଚଳିତ ମାସ ୯ରୁ ୧୩ ଯାଏଁ କେରଳର ଆଲାଫୁଜାଠାରେ ଜାତୀୟ ଶକ୍ତି ଉତ୍ତୋଳନ (ଉପ-କନିଷ୍ଠ, କନିଷ୍ଠ, ବରିଷ୍ଠ ଓ ମାଷ୍ଟର ବର୍ଗ) ପ୍ରତିଯୋଗିତା ହେବ । ଏଥିରେ ଓଡ଼ିଶାରୁ ୨୭ ଜଣ ପୁରୁଷ ଓ ୧୧ ଜଣ ମହିଳା ଏବଂ ଦୁଇ ଜଣ ଅଫିସିଆଲ୍ଙ୍କ ସହ ମୋଟ୍ ୪୦ ଜଣିଆ ଦଳ କେରଳ ଅଭିମୁଖେ ଯାତ୍ରା କରିଛନ୍ତି । ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘର ଉପ-ସଭାପତି ଇଂ. ଚିତ୍ତରଞ୍ଜନ ସ୍ୱାଇଁ ଓଡ଼ିଶା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।
ଓଡ଼ିଶା ଦଳ
ପୁରୁଷ ବିଭାଗ: ତେଜାବ କୁମାର ସୋନା, ଅଭିଷେକ ମହନ୍ତ, ପ୍ରଦୀପ କୁମାର ପାତ୍ର, ବାଦଲ ବେହେରା, ରାକେଶ ଶତପଥୀ, ଆଶିଷ ମଲିଆ, ପ୍ରିୟବ୍ରତ ବିଶୋୟୀ, ରାକେଶ ଭୂକ୍ତା, ଦୁଃଖୀରାମ ମାରାଣ୍ଡି, ଗଗନ କୁମାର ମହାନ୍ତ, ରିକୁ ମହାନ୍ତ, ରାଜେଶ ବେହେରା, ପବିତ୍ର କୁମାର ପୃଷ୍ଟି, ଚନ୍ଦନ ମହାନ୍ତ, ଆଦିତ୍ୟ ପରିଡ଼ା, ଅଭିଷେକ ମହାନ୍ତି, ଲଳିତ କୁମାର ସାହୁ, ସୁଜିତ ଗିରି, ପ୍ରଫୁଲ ଅମାଲତିଆ, ରାମଚନ୍ଦ୍ର ରଥ, କୃଷ୍ଣ ସାମଲ, ବାବୁଲା ସାମଲ, ନାରାୟଣ ସେଠୀ, ଆଲୋକ ନାୟକ, ବିଜୟ କୁମାର ଜେନା ।
ମହିଳା ବିଭାଗ: ଧନମଣି ଟୁଡ଼ୁ, ଅନୁପମା ସ୍ୱାଇଁ, ସ୍ୱାଗତିକା ଖଟେଇ, ମଧୁସ୍ମିତା ମହାନ୍ତି, ତନୟା ପଣ୍ଡା, ନଗମା ଆର୍ୟା ବେଗମ, ଅନୀତା ବେହେରା, ଶ୍ରାବଣୀ ଜେନା, ଦିବ୍ୟଲେଖା ମିଶ୍ର, ଶର୍ମିଷ୍ଠା ସେନାପତି, ଗୀତାଞ୍ଜଳି ନାୟକ ।
କୋଚ୍ ଓ ମ୍ୟାନେଜର – ଗଙ୍ଗାଧର ବିଶୋୟୀ ଓ ପ୍ରଦୀପ କୁମାର ପାତ୍ର ।