About

ସର୍ବସାଧାରଣ ଡ଼ିଜିଟାଲ

ରାଜ୍ୟର ଏକ ନମ୍ବର ଓଡ଼ିଆ ଡ଼େଲ୍ଲୀ ନ୍ୟୁଜ ପେପର ଭାବେ ଘରେ ଘରେ ପରିଚିତ ‘ସର୍ବସାଧାରଣ ଓଡ଼ିଆ ଡ଼େଲ୍ଲୀ’ । ରାଜ୍ୟର ପ୍ରମୁଖ ୧୦ଟି ଡ଼େଲ୍ଲୀ ନ୍ୟୁଜ ପେପର ମଧ୍ୟରୁ ସର୍ବସାଧାରଣ ନ୍ୟୁଜ ପେପର ସ୍ଥାନ ପାଇଛି । ରାଜଧାନୀ ଭୁବନେଶ୍ୱରରୁ ଏହି ପେପର ଛପା ଯାଉଛି । ପେପର ଛାପା ଓ ଅନଲାଇନରେ ମଧ୍ୟ ଉପଲବ୍ଧ । ସର୍ବସାଧାରଣ ୪ଟି ଏଡ଼ିସନରେ ଛପା ଯାଉଅଛି । ଡ଼ାକ, ବାଲେଶ୍ୱର, ବରହ୍ମପୁର ଓ ଭୁବନେଶ୍ୱର । ରାଜ୍ୟ ତଥା ଦେଶ ବିଦେଶର ଟିକନିକ ଖବରକୁ ଆପଣଙ୍କ ହାତ ପାହାନ୍ତାରେ ପହଂଚାଏ ସର୍ବସାଧାରଣ ଓଡ଼ିଆ ଡ଼େଲ୍ଲୀ । ଓଡ଼ିଆ ଖବର ସହ ମନୋରଞ୍ଜନ, କଳା, ସାହିତ୍ୟ,ରାଜନୀତି, କ୍ରୀଡ଼ା, ଅପରାଧ ଓ ବ୍ୟବସାୟ ଜଗତର ଟିକନିକ ଖବର ବିବରଣୀକୁ ନେଇ ସର୍ବସାଧାରଣ ଓଡ଼ିଆ ଡ଼େଲ୍ଲୀ ଆଜି ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଛି ।

ସର୍ବସାଧାରଣ ଡ଼ିଜିଟାଲର ଇତିହାସ

ସର୍ବସାଧାରଣ ଓଡ଼ିଆ ଡ଼େଲ୍ଲୀ ୨୦୧୧ ମସିହାରେ ଟିମ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ଟ ଲିମିଟେଡ଼ ବ୍ୟାନରରେ ସତ୍ୟପ୍ରିୟ ଜୟସିଂଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ସର୍ବସାଧାରଣ ଓଡ଼ିଆ ଡ଼େଲ୍ଲୀର ସମ୍ପାଦକ ଓ ପବ୍ଲିସର ହେଉଛନ୍ତି ସତ୍ୟପ୍ରିୟ ଜୟସିଂ । ସର୍ବସାଧାରଣ ଓଡ଼ିଆ ଡ଼େଲ୍ଲୀର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରସ୍ଥ ଚନ୍ଦ୍ରଶେଖରପର ପଟିଆ ଇଡ଼କୋ ପ୍ଲଟ ନମ୍ବର-୭/୭ରେ ଅବସ୍ଥାପିତ । ଏହାର ରେଜିଷ୍ଟ୍ରେସନ ନମ୍ବର ହେଉଛି ଓଡ଼ି୧୦ଡ଼ି୧/୨୦୧୧/୩୬୫୬୧ । ୱେବସାଇଟ-ଡ଼ବ୍ଲୁ.ଡ଼ବ୍ଲ୍ୟୁ.ଡ଼ବ୍ଲ୍ୟୁ ଡ଼ଟ ସର୍ବସାଧାରଣ ଡ଼ଟ କମ । ଛାପା ସମ୍ବାଦପତ୍ର ତଥା ଡ଼ିଜିଟାଲ ଜର୍ଣ୍ଣାଲିଜିମ କ୍ଷେତ୍ରରେ ଏକ ନୂଆ ଦିଶା ଯୋଗାଉଛି ସର୍ବସାଧାରଣ ନ୍ୟୁଜ । ଆପଣଙ୍କ ସୁବିଧା ଅନୁସାରେ ସତେଜ ସତେଜ ଖବର ଆପଣଙ୍କ ପାଖରେ ପହଂଚାଉଛି ।

ସର୍ବବାଧାରଣ ଡ଼ିଜିଟାଲ
ଟାଇପ-ଡ଼େଲ୍ଲୀ ନ୍ୟୁଜପେପର
ଫର୍ମାଟ-ପ୍ରିଣ୍ଟ, ଡ଼ିଜିଟାଲ
ମାଲିକ-ଟିମ ମିଡ଼ିଆ ଆଣ୍ଡ ହସ୍ପିଟାଲିଟି ପ୍ରାଇଭେଟ୍ଟ ଲିମିଟେଡ଼
ଫାଉଣ୍ଡର-ସତ୍ୟପ୍ରିୟ ଜୟସିଂ
ପବ୍ଲିସର-ସତ୍ୟପ୍ରିୟ ଜୟସିଂ
ସ୍ଥାପିତ-୨୦୧୧ ମସିହା
ଭାଷା-ଓଡ଼ିଆ
ମଖ୍ୟକାର୍ଯ୍ୟାଳୟ-ଭୁବନେଶ୍ୱର
ଅନଲାଇନ-ସର୍ବଧାସରଣ ଇ-ପେପର.କମ

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ