Bapuji nagar madan trading corporation re nakali L&T electronics jinisa ku Delhi civil court ra okila mane  capital thana police ra sahayatare  seas karuchanti 03 (2)

ମଦନ ଟ୍ରେଡିଙ୍ଗ୍ କର୍ପୋରେସନ୍ ଇଲେକ୍ଟି୍ରକାଲ୍ ଦୋକାନରେ ଚଢ଼ାଉ

28

ଭୁବନେଶ୍ୱର, ୬ ।୭(ବୁ୍ୟରୋ): ନକଲି ଇଲେକ୍ଟ୍ରିକାଲ୍ ସାମଗ୍ରୀ ବ୍ୟବସାୟୀ କରୁଥିବାରୁ ଆଜି ଦିଲ୍ଲୀ କୋର୍ଟର ନିର୍ଦ୍ଧେଶ କ୍ରମେ ବାପୁଜୀନଗରସ୍ଥିତ ମଦନ୍ ଟ୍ରେଡିଙ୍ଗ୍ କର୍ପୋରେସନ୍ ଦୋକାନ ଉପରେ ଅତର୍କିତ ଭାବରେ ଚଢାଉ କରାଯାଇଥିଲା । କ୍ୟାପିଟାଲ ଥାନା ପୁଲିସ୍ ସହାୟତାରେ ଏହି ଚଢାଉ କରାଯାଇଥିଲା । ଦୋକାନର ସମସ୍ତ ଇଲେକ୍ଟ୍ରିକାଲ୍ ସାମଗ୍ରୀକୁ ସିଲ୍ କରାଯାଇଥିଲା । ଏହି ଦୋକାନରେ ବହୁ ପରିମାଣର ବିଭିନ୍ନ କମ୍ପାନୀର ଇଲେକ୍ଟ୍ରିକାଲ୍ ସାମଗ୍ରୀ ବିକ୍ରି କରାଯାଉଥିବା ବୋଲି ଜଣାପଡିଥିଲା । ଆଜି ଦିଲ୍ଲୀ କୋର୍ଟର ନିର୍ଦ୍ଧେଶ କ୍ରମେ ଏହି ଚଢାଉ କରାଯାଇଥିଲା । ଚଢାଉ ବେଳେ କିଛି ଅସୁବିଧା ହେବ ବୋଲି ଦିଲ୍ଲୀରୁ ଆସିଥିବା ଟିମ୍ ସ୍ଥାନୀୟ ପୁଲିସ୍ର ସହାୟତା ନେଇଥିଲେ ବୋଲି ଥାନା ଅଧିକାରୀ କହିଛନ୍ତି ।




Powered by odothemes.com