SAMUDRA-BELABHUMI-RE-SWACHHABHARAT-ABHIJAN

ବେଳାଭୂମୀ ସଫାକଲେ ଯୁବଗୋଷ୍ଠୀ

45

ଗଞ୍ଜାମ(ଆପ୍ର): ପ୍ଲାଷ୍ଟିକ୍ ଓ ପଲିଥିନ୍ ସମୁଦ୍ରରେ ମିଶିବା ଦ୍ୱାରା ଜଳଜୀବମାନେ ତାକୁ ଖାଇ ରୋଗାକ୍ରାନ୍ତ ହୋଇଥାନ୍ତି । ସେହିମାଛକୁ ସାଧାରଣ ଜନତା ଖାଇ ନାନା ରୋଗର ଶିକାର ହେଉଛନ୍ତି । ବିରଳ ପ୍ରଜାତିର ଅଲିଭ୍ରିଡିଲେ କଇଁଛମାନଙ୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଉଛି । ବେଳାଭୂମି ସ୍ୱଚ୍ଛତା ଦ୍ୱାରା ପର୍ଯ୍ୟଟକ ଆକୃଷ୍ଟ ହୋଇପାରିବେ । ଏପରି ବିଭିନ୍ନକାରଣ ଦର୍ଶାଇ ଯୁବଗୋଷ୍ଠୀ ବେଳାଭୂମିରେ ସଚେତନତା ସୃଷ୍ଟି କରିଥିଲେ । ଆଗାମୀ ରବିବାରମାନଙ୍କରେ ସଫେଇ କରାଯିବା ସହ ସଚେତନତା ସୃଷ୍ଟି କରାଯିବ ବୋଲି ଯୁବଗୋଷ୍ଠୀ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com