ASMishra-reward-photo

ବରିଷ୍ଠ ଓକିଲ ଅରୁଣ ଶଙ୍କର ମିଶ୍ର ସମ୍ମାନିତ

39

ତାଳଚେର,୩୧ା୧୨(ଆପ୍ର): ତାଳଚେର ଓକିଲ ସଂଘର ବରିଷ୍ଠ ଓକିଲ ଅରୁଣ ଶଙ୍କର ମିଶ୍ରଙ୍କୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୬ତମ ବାର୍ଷିକ ଉତ୍ସବ ସମାରୋହରେ ସମ୍ମାନିତ କରାଯାଇଛି । ଭୁବନେଶ୍ୱର ଠାରେ ଆୟୋଜିତ ସମ୍ମିଳନୀରେ ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ବିଷୟରେ ସଚେତନ କରାଇବା ଅବଦାନରେ ଶ୍ରୀ ମିଶ୍ରଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ।




Powered by odothemes.com