Bjd-ra-prathapranta-sabha-photo---7

ପ୍ରଣବ ପାଇଁ ଅଣ୍ଟା ଭିଡିଲେ ବିଜୁ ଯୁବବାହିନୀ

21

ଜାରକା(ଆପ୍ର): ଧର୍ମଶାଳା ନିର୍ବାଚନମଣ୍ଡଳୀ ଅଭୟପୁର ପଞ୍ଚାୟତ ନୀଳାଦେଇପୁର ଛକ ଠାରେ ବିଜୁ ଯୁବ ବାହିନୀ ପକ୍ଷରୁ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଛି । ଅନୁଷ୍ଠିତ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ କ୍ଷୀତିଶ ନାୟକ ଯୋଗଦେଇ ଆଗାମୀ ନିର୍ବାଚନରେ ଧର୍ମଶାଳାର ବିଧାୟକ ପ୍ରଣବଙ୍କ ହାତମୁଠାକୁ ଟାଣ କରିବା ପାଇଁ ବିଜୁ ଯୁବ ବାହିନୀକୁ ଆହ୍ୱାନ ଦେଇଥିଲେ । ଅନୁଷ୍ଠିତ ସଭାରେ ନିର୍ବାଚନମଣ୍ଡଳୀର ଯୁବ ବିଜେଡି ସଭାପତି ସବ୍ୟସାଚ୍ଚୀ ସୁନ୍ଦରାୟ ସଭାପତିତ୍ୱ କରିଥିବାବେଳେ ଛାତ୍ର ବିଜେଡି ବ୍ଲକ ସଭାପତି ସୌମ୍ୟପ୍ରକାଶ ବିଶ୍ୱାଳ, ସୋସିଆଲ ମିଡିଆ ସଂଯୋଜକ ସିଦ୍ଧାର୍ଥ ମହାନ୍ତି, ଉପସଭାପତି ଅରୁପ ନାରାୟଣ ପ୍ରସାଦ, ରାଜ୍ୟ ଯୁବ ବିଜେଡି ଉପସଭାପତି ରାକେଶ ନାୟକ ପ୍ରମୁଖ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com