NAVEEN-NIWAS--election-prachar-gadi-ku-naveen-patnaik-udghatan-karuchanti-(3)

ଗଡ଼ିଲା ଏଲ୍‌ଇଡି ଭିଡିଓ ଭ୍ୟାନ୍‌

10

ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ଅବହେଳା ନେଇ ସଚେତନ କରିବ
ଭୁବନେଶ୍ୱର (ବୁ୍ୟରୋ): ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ଏଲ୍‌ଇଡି ଭିଡିଓ ଭ୍ୟାନ୍‌ ପ୍ରଚାର ଗାଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ପ୍ରଚାରରେ ୩୧୪ ଛୋଟ ଏବଂ ୩୦ ବଡ଼ ଏଲ୍‌ଇଡି ଭ୍ୟାନ୍‌କୁ ସାମିଲ କରାଯାଇଛି । କେନ୍ଦ୍ର ଦ୍ୱାରା ଓଡ଼ିଶା କିପରି ଅବହେଳା ହେଉଛି ସେ ସଂପର୍କରେ ଏହି ଭ୍ୟାନ୍‌ଗୁଡିକ ଜନସେଚତନତା ସୃଷ୍ଟି କରିବ । ୩୧୪ଟି ଛୋଟ ଭ୍ୟାନ୍‌ ପ୍ରତ୍ୟେକ ବ୍ଲକର ସମସ୍ତ ପଞ୍ଚାୟତରେ ଏବଂ ୩୦ଟି ବଡ଼ ଭ୍ୟାନ୍‌ ପ୍ରତି ସହରାଞ୍ଚଳରେ ଜନସଚେତନତା ସୃଷ୍ଟି କରିବେ ବୋଲି କୁହାଯାଇଛି ।

ସେଆର କରନ୍ତୁ:



Powered by odothemes.com