Photo-No-1

କାମନା କାଳୀ ମନ୍ଦିରରେ ମେରୁ

13

ଢେଙ୍କାନାଳ(ଆପ୍ର): ଢେଙ୍କାନାଳ ସହରର ପ୍ରସିଦ୍ଧ ମା କାମେନା କାଳୀ ଠାକୁରାଣୀଙ୍କ ନିକଟରେ ଗ୍ରାମବାସୀଙ୍କ ଦ୍ୱାରା ମେରୁ ପାଳିତ ହୋଇଛି । ଏହି ପୀଠରେ ମା’ଙ୍କ ଦର୍ଶନ ଭକ୍ତଙ୍କୁ ମେରୁ ଦିବସରେ ଦର୍ଶନ ମିଳିଥାଏ । ମନ୍ଦିର ପରିସରରେ ଭକ୍ତଙ୍କ ଦର୍ଶନ ପାଇଁ ଭିଡ ମଧ୍ୟରେ ପ୍ରତ୍ୟେକ ପୂଜା ଚାଲୁରହିଛି । ବିଶେଷ ଆକର୍ଷଣ ଏଠାରେ ମା’ ଙ୍କର ଦଣ୍ଡର ମୁଖ୍ୟ ଭକ୍ତମାନେ ଉପବାସ କରି ନିଷ୍ଠାର ସହ ପାଳନ କରନ୍ତି । ଅପରାହ୍ନ ୩ଟା ସମୟରେ ମା’ଙ୍କର ମାନସିକ କରିଥିବା ଦଣ୍ଡ ଓ ଭକ୍ତମାନେ ଅଗ୍ନିରେ ଚାଲିବା ସହ ଛୋଟ ପିଲାଙ୍କ ପାଇଁ ଠାକୁରାଣୀଙ୍କ ଠାରୁ ଆର୍ଶୀବାଦ ନେଇଥାନ୍ତି ।

ସେଆର କରନ୍ତୁ:



Powered by odothemes.com